ଜାରି ହେଲା ସ୍କୁଲ ୟୁନିଫର୍ମ ଗାଇଡଲାଇନ

ଚଳିତ ଶିକ୍ଷାବର୍ଷ ପାଇଁ ସ୍କୁଲ ୟୁନିଫର୍ମ ଗାଇଡଲାଇନ ଜାରି ହୋଇଛି । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ ।

Jun 6, 2023 - 07:24
 0  250
ଜାରି ହେଲା ସ୍କୁଲ ୟୁନିଫର୍ମ ଗାଇଡଲାଇନ

ଚଳିତ ଶିକ୍ଷାବର୍ଷ ପାଇଁ ସ୍କୁଲ ୟୁନିଫର୍ମ ଗାଇଡଲାଇନ ଜାରି ହୋଇଛି । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜଣ ପିଛା ୫୦୦ ଶହ ଟଙ୍କା ମୂଲ୍ୟରେ ୨ ହଳ ସ୍କୁଲ ୟୁନିଫର୍ମ ଏବଂ ୨୦୦ଶହ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା ଦିଆଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୧୨୫ଟଙ୍କା ମୂଲ୍ୟର ଏକ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ ପ୍ୟାଣ୍ଟ ଏବଂ ୩୦ ଟଙ୍କା ମୂଲ୍ୟର ଟୋପି ଓ ୨୦ ଟଙ୍କା ମୂଲ୍ୟର ପରିଚୟ ପତ୍ର ବଣ୍ଟନ କରାଯିବ । ସମୁଦାୟ ୧୦୦୦ ଟଙ୍କା ମଧ୍ୟରୁ ଟ ୬୦୦ଟଙ୍କା “ସମଗ୍ର ଶିକ୍ଷା” ଯୋଜନାରୁ ଭରଣା କରାଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

What's Your Reaction?

like

dislike

love

funny

angry

sad

wow