ନାବାର୍ଡ ରେ ନିଯୁକ୍ତି ସୁଯୋଗ

Sep 12, 2023 - 17:42
 0  4
ନାବାର୍ଡ ରେ ନିଯୁକ୍ତି ସୁଯୋଗ

NABARD ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ନାବାର୍ଡ ବ୍ୟାଙ୍କ ଅଫ୍ ଏଗ୍ରିକଲ୍‌ଚର୍ ଆଣ୍ଡ୍ ରୁରାଲ୍ ଡେଭଲପ୍‌ମେଣ୍ଟ୍(NABARD) ରେ ଏବେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ଯଦି ଆପଣ ଗ୍ରାଜୁଏସନ୍ କରିଛନ୍ତି, ତେବେ ଆପଣ NABARD ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ NABARD ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୫୦ଟି ପଦ ପୂରଣ କରିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯିଏ ଏହି ପଦବୀ ପାଇଁ ଆବେଦନ କରିବାକୁ ଇଛା କରୁଛନ୍ତି ସେମାନେ NABARDର ଅଫିସିଆଲ୍ ୱେବସାଇଟ୍ www.nabard.org. କୁ ଯାଇ ଆବେଦନ କରିପାରିବେ। ଏହାବ୍ୟତୀତ ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ Nabard Recruitment 2023 Notification କ୍ଲିକ୍ କରି ଦେଖିପାରିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.