୨୦୨୧-୨୨ରେ ବ୍ଲକ ହୋଇଛି ୯୪ ୟୁଟ୍ୟୁବ ଚ୍ୟାନେଲ
ଦେଶର ସ୍ୱାର୍ଥ ବିରୋଧୀ କାମ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ୨୦୨୧-୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଠୋର ପଦକ୍ଷେପ ଗ୍ରହଣ କରିଛି ।
ଦେଶର ସ୍ୱାର୍ଥ ବିରୋଧୀ କାମ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ୨୦୨୧-୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଠୋର ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରାଳୟ ପକ୍ଷରୁ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକଉଣ୍ଟ ଓ ୭୪୭ ୟୁଆରଏଲକୁ ବ୍ଲକ କରାଯାଇଛି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନ୍ତର୍ଗତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ ସୂଚନା ଦେଇଛନ୍ତି ।
What's Your Reaction?