୨୦୨୧-୨୨ରେ ବ୍ଲକ ହୋଇଛି ୯୪ ୟୁଟ୍ୟୁବ ଚ୍ୟାନେଲ

ଦେଶର ସ୍ୱାର୍ଥ ବିରୋଧୀ କାମ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ୨୦୨୧-୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଠୋର ପଦକ୍ଷେପ ଗ୍ରହଣ କରିଛି ।

Jun 6, 2023 - 07:14
 0  522
୨୦୨୧-୨୨ରେ ବ୍ଲକ ହୋଇଛି ୯୪ ୟୁଟ୍ୟୁବ ଚ୍ୟାନେଲ

ଦେଶର ସ୍ୱାର୍ଥ ବିରୋଧୀ କାମ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ୨୦୨୧-୨୨ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କଠୋର ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରାଳୟ ପକ୍ଷରୁ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକଉଣ୍ଟ ଓ ୭୪୭ ୟୁଆରଏଲକୁ ବ୍ଲକ କରାଯାଇଛି । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନ୍ତର୍ଗତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow