ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

ଶୁକ୍ରବାର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି । ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ଓ ଅପର୍ଣ୍ଣା ବାଲମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି । ସେହିପରି ‘ସୁରରାଇ ପୋଟ୍ଟରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇଥିବାବେଳେ ଏଥିରେ ଦମଦାର ଅଭିନୟ ପାଇଁ ସୁରିୟାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ମରେଙ୍ଗେ ତୋ ୱହି ଜାକର ଫିଲ୍ମ ପାଇଁ ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ସାଇନା ଫିଲ୍ମ ପାଇଁ ମନୋଜ ମୁନତାସିରଙ୍କୁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପ୍ରଦାନ କରାଯିବ ।

Jun 6, 2023 - 05:39
 0  918
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ

What's Your Reaction?

like

dislike

love

funny

angry

sad

wow