ଜାତୀୟ ସଡକ ସୁରକ୍ଷା ସର୍ଟ ଫିଲ୍ମ ଫେଷ୍ଟିଭାଲରେ ୨୩୦ ଫିଲ୍ମକୁ ଏଣ୍ଚ୍ରି

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ଆୟୋଜିତ ଜାତୀୟ ସଡକ ସୁରକ୍ଷା ସର୍ଟ ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଭାଷାର ୨୩୦ ଫିଲ୍ମକୁ ଏଣ୍ଚ୍ରି ମିଳିଛି ।

Jun 6, 2023 - 05:41
Jun 6, 2023 - 06:40
 0  340
ଜାତୀୟ ସଡକ ସୁରକ୍ଷା ସର୍ଟ ଫିଲ୍ମ ଫେଷ୍ଟିଭାଲରେ ୨୩୦ ଫିଲ୍ମକୁ ଏଣ୍ଚ୍ରି

ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଦ୍ୱାରା ଆୟୋଜିତ ଜାତୀୟ ସଡକ ସୁରକ୍ଷା ସର୍ଟ ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଭାଷାର ୨୩୦ ଫିଲ୍ମକୁ ଏଣ୍ଚ୍ରି ମିଳିଛି । ଦେଶର ବିଭିନ୍ନ ସ୍ଥାନରୁ ଫିଲ୍ମ ନିର୍ମାତା, ଫିଲ୍ମପ୍ରେମୀ ଓ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ଫର୍ମାଟରେ ଏସବୁ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଏଥିରେ ଓଡିଆ, ସାନ୍ତାଳୀ, ହିନ୍ଦୀ, ତେଲୁଗୁ, ମାଲାୟାଲମ, ଇଂରାଜୀ ଆଦି ଭାଷାର ଫିଲ୍ମ ରହିଛି । ସର୍ଟଲିଷ୍ଟ ହୋଇଥିବା ଫିଲ୍ମଗୁଡିକ ଜୁନ ୧୮-୧୯ରେ ରାଉରକେଲା ଠାରେ ପ୍ରଦର୍ଶିତ ହେବ । ସେହିପରି ଜୁନ ୨୪- ୨୫ରେ ପୁରୀ ଠାରେ ଫିଲ୍ମ ଫେଷ୍ଟିଭାଲ ଉଦଯାପିତ ହେବ ।

What's Your Reaction?

like

dislike

love

funny

angry

sad

wow