କଣ୍ଟେନରରେ ହେବ ଶବ ସଂରକ୍ଷଣ

ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାର ମୃତକମାନଙ୍କ ଶବ କଣ୍ଟେନରରେ ସଂରକ୍ଷିତ କରାଯିବ । ଏମ୍ସ, ଭୁବନେଶ୍ୱର ପକ୍ଷରୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ କଣ୍ଟେନର ଅଣାଯାଇଛି ବୋଲି ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି । ଏବେ ବି ଏମ୍ସ, ଭୁବନେଶ୍ୱରରେ ପ୍ରାୟ ୮୦ଟି ମୃତଦେହ ରହିଛି । ସେଗୁଡିକର ସଂରକ୍ଷଣ ପାଇଁ ଡିପଫ୍ରିଜର ଅଭାବ ଥିବାରୁ କଣ୍ଟେନରରେ ଶବ ସଂରକ୍ଷଣ କରାଯିବ । କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ଶବ ସଂରକ୍ଷଣ ହୋଇପାରିବ ବୋଲି ପ୍ରଫେସର ବିଶ୍ୱାସ କହିଛନ୍ତି ।

Jun 6, 2023 - 05:44
 0  910
କଣ୍ଟେନରରେ ହେବ ଶବ ସଂରକ୍ଷଣ

What's Your Reaction?

like

dislike

love

funny

angry

sad

wow