ଡିସେମ୍ବର ୨୭ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଡିସେମ୍ବର ୨୭ରୁ ଆରମ୍ଭ ହେବ । ଖୋଲା ମଞ୍ଚରେ ଆୟୋଜିତ ହେଉଥିବା ଏହି ବିଶ୍ୱପ୍ରସିଦ୍ଧ ୧୧ ଦିନିଆ ଯାତ୍ରା ଜାନୁୟାରୀ ୬ରେ ଶେଷ ହେବ । ଧନୁଯାତ୍ରାର କଂସ ଚରିତ୍ର ପାଇଁ ଅକ୍ଟୋବର ୨୨ରୁ ଆବେଦନ ଆରମ୍ଭ ହେବ । ନଭେମ୍ବର ୧୦ରୁ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟିର ସଭାପତି ଓ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

Jun 6, 2023 - 05:35
 0  407
ଡିସେମ୍ବର ୨୭ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

What's Your Reaction?

like

dislike

love

funny

angry

sad

wow