ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଚେତାବନୀ ଦେଲେ ଭାରତୀୟ ନିର୍ବାଚନ କମିଶନ

କର୍ଣ୍ଣାଟକ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପ୍ରଚାର ବେଳେ ନିମ୍ନମାନର ଭାଷା, ଅଶାଳୀନ ମନ୍ତବ୍ୟ ଓ ଟିପ୍ପଣୀ ପ୍ରୟୋଗ କରାଯାଉଥିବାରୁ ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ, ଆଞ୍ଚଳିକ ଦଳ ଓ ପ୍ରାର୍ଥୀମାନଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଚାର ବେଳେ ନିଜ ଭାଷଣରେ ସତର୍କତା ଓ ସଂଯମ ବଜାୟ ରଖିବା ସହ ନିର୍ବାଚନୀ ବାତାବରଣ ଖରାପ ନକରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି । ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଥିବା ବିଭିନ୍ନ ଦଳର କିଛି ନେତା ନିକଟରେ ଅନୁଚିତ ଶବ୍ଦାବଳୀ ଓ ଭାଷା ପ୍ରୟୋଗ କରିଥିବା କମିଶନଙ୍କ ଦୃଷ୍ଟିଗୋଚର ହୋଇଛି ।

Jun 6, 2023 - 05:28
 0  388
ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଚେତାବନୀ ଦେଲେ ଭାରତୀୟ ନିର୍ବାଚନ କମିଶନ

What's Your Reaction?

like

dislike

love

funny

angry

sad

wow