ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବାଧ୍ୟତାମୂଳକ ନୁହେଁ ପିଏଚଡି- ୟୁଜିସି

Jul 5, 2023 - 08:13
Jul 7, 2023 - 08:13
 0  6
ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବାଧ୍ୟତାମୂଳକ ନୁହେଁ ପିଏଚଡି- ୟୁଜିସି
ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବାଧ୍ୟତାମୂଳକ ନୁହେଁ ପିଏଚଡି- ୟୁଜିସି

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବାଧ୍ୟତାମୂଳକ ନୁହେଁ ପିଏଚଡି- ୟୁଜିସି
ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ଆଉ ପିଏଚଡ଼ି ଯୋଗ୍ୟତା ବାଧ୍ୟତାମୂଳକ ବିବେଚିତ ହେବ ନାହିଁ । ଏହି ପଦବୀ ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ), ରାଜ୍ୟ ଯୋଗ୍ୟତା ପରୀକ୍ଷା (ସେଟ) କିମ୍ବା ରାଜ୍ୟସ୍ଥରୀୟ ଯୋଗ୍ୟତା ପରୀକ୍ଷା (ସ୍ଲେଟ୍)କୁ ନ୍ୟୁନତମ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ୟୁଜିସି ନିୟମ ଅନୁଯାୟୀ, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡ଼ିକୁ ଯୋଗ୍ୟତା ବିକଳ୍ପ ଭାବେ ବିଚାର କରାଯିବ । ପୂର୍ବରୁ ୨୦୨୧ରେ ୟୁଜିସି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ପିଏଚଡ଼ି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଥିଲେ ।

What's Your Reaction?

like

dislike

love

funny

angry

sad

wow