ନବମ ଥର ପାଇଁ ସାଫ ଚାମ୍ପିୟନ ହେଲା ଭାରତ

Jul 5, 2023 - 08:07
Jul 7, 2023 - 08:07
 0  8
ନବମ ଥର ପାଇଁ ସାଫ ଚାମ୍ପିୟନ ହେଲା ଭାରତ
ନବମ ଥର ପାଇଁ ସାଫ ଚାମ୍ପିୟନ ହେଲା ଭାରତ

ନବମ ଥର ପାଇଁ ସାଫ ଚାମ୍ପିୟନ ହେଲା ଭାରତ
ନବମ ଥର ପାଇଁ ଭାରତୀୟ ଫୁଟବଲ ଦଳ ସାଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ହୋଇଛି । ମଙ୍ଗଳବାର ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ଆୟୋଜକ ଭାରତ ୫-୪ (୧-୧) ସଡନ୍‌ ଡେଥ୍‌ରେ କୁଏତକୁ ପରାସ୍ତ କରିଛି ।  ଏଥିସହ ଭାରତ ଲଗାତର ଦ୍ୱିତୀୟ ଥର ଲାଗି ଏହି ଟ୍ରଫି ଜିତିଛି । ଏହି ପ୍ରତିଯୋଗିତାରେ ୬ ଗୋଲ୍‌ ଦେଇଥିବା ‌ଅଧିନାୟକ ସୁନିଲ ଛେତ୍ରୀଙ୍କୁ ଗୋଲ୍‌ଡେନ୍‌ ବୁଟ୍‌ ଏବଂ ‌ମୋଷ୍ଟ ଭାଲ୍ୟୁବଲ ‌ଖେଳାଳି ପୁରସ୍କାର ପାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow