ଭାରତୀୟ କୁସ୍ତି ସଂଘ ନିର୍ବାଚନ ସ୍ଥଗିତ

ମେ’ ୭ ତାରିଖରେ ହେବ‌ାକୁ ଥିବା ଭାରତୀୟ କୁସ୍ତି ସଂଘର ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

Jun 5, 2023 - 06:27
 0  424
ଭାରତୀୟ କୁସ୍ତି ସଂଘ ନିର୍ବାଚନ ସ୍ଥଗିତ

ମେ’ ୭ ତାରିଖରେ ହେବ‌ାକୁ ଥିବା ଭାରତୀୟ କୁସ୍ତି ସଂଘର ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ନୂଆ ନିୟମାବଳୀରେ ନିର୍ବାଚନ ହେବ । ସୂଚନା ଅନୁସାରେ, ଭାରତୀୟ ଅଲମ୍ପିକ ସଂଘ ଏକ ସମିତି ଗଠନ କରିବ ଓ ଏହି ସମିତି ଆଗାମୀ ୪୫ଦିନରେ କୁସ୍ତି ସଂଘର ନିର୍ବାଚନ କରାଇବ । ଏହି ସମିତି ସେପର୍ଯ୍ୟନ୍ତ କୁସ୍ତି ସଂଘଙ୍କ ଦୈନନ୍ଦିନର କାର୍ଯ୍ୟ ମଧ୍ୟ ତଦାରଖ କରିବ ।

What's Your Reaction?

like

dislike

love

funny

angry

sad

wow