ମହିଳାମାନେ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହୁଏ- ପ୍ରଧାନମନ୍ତ୍ରୀ

Aug 2, 2023 - 07:54
Aug 3, 2023 - 07:54
 0  5
ମହିଳାମାନେ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହୁଏ- ପ୍ରଧାନମନ୍ତ୍ରୀ
ମହିଳାମାନେ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହୁଏ- ପ୍ରଧାନମନ୍ତ୍ରୀ

ମହିଳାମାନେ ସମୃଦ୍ଧ ହେଲେ ବିଶ୍ୱ ସମୃଦ୍ଧ ହୁଏ- ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଜୁରାଟର ଗାନ୍ଧିନଗର ଠାରେ ଆୟୋଜିତ ମହିଳା ସଶକ୍ତିକରଣ ସମ୍ପର୍କିତ ଜି -୨୦ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ମହିଳାମାନେ ସମୃଦ୍ଧ ହେଲେ, ବିଶ୍ୱ ସମୃଦ୍ଧ ହୁଏ । ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ । ଶିକ୍ଷିତ ମହିଳା ବିଶ୍ୱକୁ ଆଗେଇ ନେଇଥାନ୍ତି । ମହିଳାମାନଙ୍କ ନେତୃତ୍ୱରେ ସବୁ ବର୍ଗ ସାମିଲ ହୋଇଥାନ୍ତି ଓ ସେମାନେ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାନ୍ତି । ଭାରତ ମହିଳା ସଶକ୍ତିକରଣ ପାଇଁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଭିମୁଖ୍ୟକୁ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow