ଭାରତୀୟ କାର୍ଡ ପେମେଣ୍ଟ 2027 ସୁଦ୍ଧା 728 ବିଲିୟନ ଡଲାର ଅତିକ୍ରମ କରିବ- ସର୍ଭେ

Aug 2, 2023 - 07:56
Aug 3, 2023 - 07:56
 0  5
ଭାରତୀୟ କାର୍ଡ ପେମେଣ୍ଟ 2027 ସୁଦ୍ଧା 728 ବିଲିୟନ ଡଲାର ଅତିକ୍ରମ କରିବ- ସର୍ଭେ
ଭାରତୀୟ କାର୍ଡ ପେମେଣ୍ଟ 2027 ସୁଦ୍ଧା 728 ବିଲିୟନ ଡଲାର ଅତିକ୍ରମ କରିବ- ସର୍ଭେ

ଭାରତୀୟ କାର୍ଡ ପେମେଣ୍ଟ 2027 ସୁଦ୍ଧା 728 ବିଲିୟନ ଡଲାର ଅତିକ୍ରମ କରିବ- ସର୍ଭେ
ଭାରତୀୟ କାର୍ଡ ପେମେଣ୍ଟ 2027 ସୁଦ୍ଧା 728 ବିଲିୟନ ଡଲାର ଅତିକ୍ରମ କରିବ ବୋଲି ତଥ୍ୟ ଓ ବିଶ୍ଳେଷଣ କମ୍ପାନୀ ଗ୍ଲାବାଲଡାଟାର ସର୍ଭେରୁ ଜଣାପଡିଛି । 2022ରେ ବଜାର ଅବସ୍ଥା ସୁଧୁରୁ ଥିବାରୁ ଏହା 26.2 ପ୍ରତିଶତ ବୃଦ୍ଧି ପାଇ 262.8 ବିଲିୟନ ଡଲାର ହୋଇଥିଲା । 2023ରେ ଏହା 28.6 ପ୍ରତିଶତ ବୃଦ୍ଧି ପାଇ 337.2 ବିଲିୟନ ଡଲାର ହେବ ବୋଲି ଆଶା କରାଯାଉଛି । ନଗଦ ଟଙ୍କାରେ କିଣାକିଣି ବା କାରବାର କରିବାକୁ ପସନ୍ଦ କରୁଥିବା ଭାରତୀୟମାନେ ଏବେ କାର୍ଡ ମାଧ୍ୟମରେ ଦେଣନେଣ କରିବାକୁ ପସନ୍ଦ କରୁଥିବାରୁ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି ।

What's Your Reaction?

like

dislike

love

funny

angry

sad

wow