ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ମିଛ ଖବର ପୋଷ୍ଟ କରି ଜଣେ ଗିରଫ

Jun 9, 2023 - 02:41
Jun 10, 2023 - 02:42
 0  489
ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ମିଛ ଖବର ପୋଷ୍ଟ କରି ଜଣେ ଗିରଫ
ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ମିଛ ଖବର ପୋଷ୍ଟ କରି ଜଣେ ଗିରଫ

ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ମିଛ ଖବର ପୋଷ୍ଟ କରି ଜଣେ ଗିରଫ
ଜୁନ ୨ରେ ବାଲେଶ୍ୱରର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମ୍ପର୍କରେ ମିଛ ଖବର ପୋଷ୍ଟ କରିବା ଅଭିଯୋଗରେ ତାମିଲନାଡୁ ପୁଲିସ ଆଡଭୋକେଟ ସେନ୍ଥିଲ କୁମାରଙ୍କୁ ଗିରଫ କରିଛି । ସେନ୍ଥିଲ ଧର୍ମୀୟ ଦ୍ୱେଷ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ନେଇ ଡିଏମକେର ଜଣେ ସଦସ୍ୟଙ୍କ ଅଭିଯୋଗ କ୍ରମେ କନ୍ୟାକୁମାରୀ ଜିଲ୍ଲାର ଥକ୍କାଲେ ପୁଲିସ ସେନ୍ଥିଲଙ୍କୁ ଗିରଫ କରିଛି । ଏହି ମାମଲାର ତଦନ୍ତ ଜାରି ରହିଛି ।

What's Your Reaction?

like

dislike

love

funny

angry

sad

wow