ରେଳ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ

Jun 9, 2023 - 02:40
Jun 10, 2023 - 02:40
 0  396
ରେଳ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ
ରେଳ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ

ରେଳ ଦୁର୍ଘଟଣା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ
ବାହନଗା ରେଳ ରେଳ ଦୁର୍ଘଟଣାରେ ଆହତ ହୋଇ ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କୁ ସହାୟତାର ହାତ ବଢାଇଛି ଜୟପୁର ଫୁଟର ନିର୍ମାତା ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି (ବିଏମଭିଏସଏସ) । ଅଙ୍ଗପ୍ରତ୍ୟଙ୍ଗ ହରାଇଥିବା ଦୁର୍ଘଟଣା ପୀଡିତମାନେ ସୁସ୍ଥ ହେବା (ତିନି ମାସ) ପରେ ବିଏମଭିଏସଏସର ଖୋର୍ଦ୍ଧା କେନ୍ଦ୍ରରୁ ମାଗଣାରେ ଏହି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପାଇପାରିବେ । ସେହିପରି ନିଜର ସ୍ଥାୟୀ କେନ୍ଦ୍ର ଥିବା ଅନ୍ୟ ରାଜ୍ୟର ରୋଗୀମାନଙ୍କୁ ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯାଇ ପାରିବ ବୋଲି ବିଏମଭିଏସଏସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡିଆର ମେହେତା, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow