ୟୁଆଇଡିଏଆଇର ନୂତନ ସିଇଓ ନିଯୁକ୍ତ

Jun 24, 2023 - 07:44
Jun 25, 2023 - 07:44
 0  6
ୟୁଆଇଡିଏଆଇର ନୂତନ ସିଇଓ ନିଯୁକ୍ତ
ୟୁଆଇଡିଏଆଇର ନୂତନ ସିଇଓ ନିଯୁକ୍ତ

ୟୁଆଇଡିଏଆଇର ନୂତନ ସିଇଓ ନିଯୁକ୍ତ
ବରିଷ୍ଠ ଆଇଏଏସ ଅଧିକାରୀ ଅମିତ ଅଗ୍ରୱାଲ ସୋମବାର ୟୁଆଇଡିଏଆଇ (ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ)ର ନୂତନ ସିଇଓ ନିଯୁକ୍ତ ହୋଇଛନ୍ତି । ଛତିଶଗଡ କ୍ୟାଡରର 1993 ବ୍ୟାଚର ଅଧିକାରୀ ଅମିତ ଅଗ୍ରୱାଲ ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ । ସେ ଛତିଶଗଡ ସରକାରରେ ମଧ୍ୟ ଅର୍ଥ ସଚିବ, ବାଣିଜ୍ୟ କର ଓ ବୈଷୟିକ ଶିକ୍ଷା ସଚିବ ଭାବେ କାମ କରି ସାରିଛନ୍ତି ।

What's Your Reaction?

like

dislike

love

funny

angry

sad

wow