ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

Jun 24, 2023 - 07:45
Jun 25, 2023 - 07:46
 0  7
ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ
ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ
ଭାରତୀୟ ଷ୍ଟେଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସ୍ୱାମୀନାଥନ ଜାନକୀରମଣ ଆଗାମୀ ତିନ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । ସେ ଜୁନ 21ରେ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କୁ ନୀରିକ୍ଷଣ, ଆର୍ଥିକ ଅନ୍ତର୍ଭୁକ୍ତି ଓ ବିକାଶ ବିଭାଗ ପ୍ରଦାନ କରାଯାଇପାରେ । ସ୍ୱାମୀନାଥନଙ୍କ ବ୍ୟତୀତ ମାଇକେଲ ପାତ୍ର, ଏମ. ରାଜେଶ୍ୱର ରାଓ ଓ ଟି ରବି ଶଙ୍କର ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଅଛନ୍ତି ।

What's Your Reaction?

like

dislike

love

funny

angry

sad

wow