ସୁପ୍ରିମକୋର୍ଟରେ ଧାରା 370 ଉଚ୍ଛେଦ ମାମଲାର ଶୁଣାଣି ଆରମ୍ଭ

Aug 2, 2023 - 07:53
Aug 3, 2023 - 07:53
 0  6
ସୁପ୍ରିମକୋର୍ଟରେ ଧାରା 370 ଉଚ୍ଛେଦ ମାମଲାର ଶୁଣାଣି ଆରମ୍ଭ
ସୁପ୍ରିମକୋର୍ଟରେ ଧାରା 370 ଉଚ୍ଛେଦ ମାମଲାର ଶୁଣାଣି ଆରମ୍ଭ

ସୁପ୍ରିମକୋର୍ଟରେ ଧାରା 370 ଉଚ୍ଛେଦ ମାମଲାର ଶୁଣାଣି ଆରମ୍ଭ
ସମ୍ବିଧାନର ଧାରା 370 (ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା) ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି । ଶୁଣାଣିର ପ୍ରଥମ ଦିନରେ ବରିଷ୍ଠ ଆଡଭୋକେଟ କପିଳ ସିବଲ ଯୁକ୍ତି ଉପସ୍ଥାପନ କରି କହିଛନ୍ତି, ଧାରା 370 ଉଚ୍ଛେଦ ଗ୍ରହଣୀୟ ନୁହେଁ ।

What's Your Reaction?

like

dislike

love

funny

angry

sad

wow