ତ୍ରୁଟିପୂର୍ଣ୍ଣ ତଦନ୍ତ ହୋଇଥିବା ମାମଲା ସିବିଆଇକୁ ହସ୍ତାନ୍ତର ହୋଇପାରିବ ନାହିଁ- ସୁପ୍ରିମକୋର୍ଟ

Aug 2, 2023 - 07:51
Aug 3, 2023 - 07:51
 0  6
ତ୍ରୁଟିପୂର୍ଣ୍ଣ ତଦନ୍ତ ହୋଇଥିବା ମାମଲା ସିବିଆଇକୁ ହସ୍ତାନ୍ତର ହୋଇପାରିବ ନାହିଁ- ସୁପ୍ରିମକୋର୍ଟ
ତ୍ରୁଟିପୂର୍ଣ୍ଣ ତଦନ୍ତ ହୋଇଥିବା ମାମଲା ସିବିଆଇକୁ ହସ୍ତାନ୍ତର ହୋଇପାରିବ ନାହିଁ- ସୁପ୍ରିମକୋର୍ଟ

ତ୍ରୁଟିପୂର୍ଣ୍ଣ ତଦନ୍ତ ହୋଇଥିବା ମାମଲା ସିବିଆଇକୁ ହସ୍ତାନ୍ତର ହୋଇପାରିବ ନାହିଁ- ସୁପ୍ରିମକୋର୍ଟ
ତ୍ରୁଟିପୂର୍ଣ୍ଣ ତଦନ୍ତ ହୋଇଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ଲିଭ ପିଟିସନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସ୍ୱତନ୍ତ୍ର ଲିଭ ପିଟିସନର ଶୁଣାଣି କରି ପିଟିସନ ଖାରଜ କରିବା ସହ ଏହି ମନ୍ତବ୍ୟ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow