ଓଟିପି ଶେୟାରିଂ ମାମଲା, ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

Jul 28, 2023 - 07:54
Jul 29, 2023 - 07:54
 0  6
ଓଟିପି ଶେୟାରିଂ ମାମଲା, ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ
ଓଟିପି ଶେୟାରିଂ ମାମଲା, ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

ଓଟିପି ଶେୟାରିଂ ମାମଲା, ଅଭିଯୁକ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ
ଓଟିପି ସେୟାରିଂ ଓ ଆତଙ୍କବାଦୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ପଶ୍ଚିମବଙ୍ଗ ଏସଟିଏଫ ୫ ଦିନିଆ ରିମାଣ୍ଡରେ ନେବ ।  ପଠାଣୀକୁ ୭ ଦିନ ରିମାଣ୍ଡରେ ନେବା ପାଇଁ ପଶ୍ଚିମବଙ୍ଗ ଏସଟିଏଫ ଆବେଦନ କରିଥିଲା । ଗୁଡୁ କୁମାର ସମ୍ପର୍କରେ ତାକୁ ପଚରାଉଚୁରା କରାଯାଇପାରେ । ପୂର୍ବରୁ ପଶ୍ଚିମବଙ୍ଗର ସିଲିଗୁଡି ଥାନାରେ ପଠାଣି ନାଁରେ ଅନେକଗୁଡିଏ ମାମଲା ରହିଛି । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣିକୁ ଏନଆଇଏ ଜେରା କରିବ ବୋଲି ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow