ଏଏସଓ ଶୁଣାଣି ଶେଷ ; ରାୟ ସଂରକ୍ଷିତ

Jul 13, 2023 - 08:15
Jul 14, 2023 - 08:15
 0  8
ଏଏସଓ ଶୁଣାଣି ଶେଷ ; ରାୟ ସଂରକ୍ଷିତ
ଏଏସଓ ଶୁଣାଣି ଶେଷ ; ରାୟ ସଂରକ୍ଷିତ

ଏଏସଓ ଶୁଣାଣି ଶେଷ ; ରାୟ ସଂରକ୍ଷିତ
ଓଡିଶା ହାଇକୋର୍ଟରେ ଗୁରୁବାର ଆସିଷ୍ଟାଣ୍ଟ ସେକ୍‌ସନ ଅଫିସର (ଏଏସଓ) ଶୁଣାଣି ଶେଷ ହୋଇଛି । ଶୁଣାଣି ଶେଷ କରିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା । ସୂଚନା ଯୋଗ୍ୟ , ମେ ୧୯ରେ ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ । ୨ ମାସ ମଧ୍ୟରେ ସାନି ମେରିଟ୍‌‌ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow