ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଅବଗଣନା ଜାରି

Jul 13, 2023 - 08:13
Jul 14, 2023 - 08:14
 0  6
ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଅବଗଣନା ଜାରି
ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଅବଗଣନା ଜାରି

ଚନ୍ଦ୍ରଯାନ-୩ ଉତକ୍ଷେପଣ ପାଇଁ ଅବଗଣନା ଜାରି
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶୁକ୍ରବାର ଚନ୍ଦ୍ରଯାନ- ୩ ଉତକ୍ଷେପଣ ପାଇଁ ଅବଗଣନା ଆରମ୍ଭ ହୋଇଛି । ଗୁରୁବାର ଅପରାହ୍ନରୁ ୨୫.୩0 ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉତକ୍ଷେପଣ ହେବ । ଚନ୍ଦ୍ରଯାନ- ୩ର ସଫଳ ଉତ୍‍କ୍ଷେପଣ ଦ୍ୱାରା ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିପାରିବ ବୋଲି ବରିଷ୍ଠ ମହାକାଶ ବୈଜ୍ଞାନିକ ଜି.ମାଧବନ୍‍ ନାୟର କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow