ଧର୍ମପୀଠର ବିକାଶ ପାଇଁ ମଂଜୁର ହେଲା ୧କୋଟି ୯୨ଲକ୍ଷ ଟଙ୍କା 

Jul 24, 2023 - 09:11
Jul 25, 2023 - 09:11
 0  7
ଧର୍ମପୀଠର ବିକାଶ ପାଇଁ ମଂଜୁର ହେଲା ୧କୋଟି ୯୨ଲକ୍ଷ ଟଙ୍କା 
ଧର୍ମପୀଠର ବିକାଶ ପାଇଁ ମଂଜୁର ହେଲା ୧କୋଟି ୯୨ଲକ୍ଷ ଟଙ୍କା 

ଧର୍ମପୀଠର ବିକାଶ ପାଇଁ ମଂଜୁର ହେଲା ୧କୋଟି ୯୨ଲକ୍ଷ ଟଙ୍କା 
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ୧୬ଟି ପଞ୍ଚାୟତର ୪୪ଟି ଧର୍ମପୀଠ ଗୁଡିକର ଭିତ୍ତିଭୂମିର ବିକାଶ, ନବୀକରଣ, ମରାମତି, ସୌନ୍ଦର୍ଯ୍ୟକରଣ ଭଳି ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ୧କୋଟି ୯୨ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଏହି ଅର୍ଥ ମଂଜୁର ହୋଇଛି । ବିଭିନ୍ନ ଧର୍ମ ପୀଠ,ପୂଜାସ୍ଥଳୀ ଗୁଡିକର ଭିତ୍ତିଭୂମିର ବିକାଶ ବ୍ୟତୀତ ଗୋଷ୍ଠୀ କେନ୍ଦ୍ର, କଲ୍ୟାଣ ମଣ୍ଡପ ଆଦି ନିର୍ମାଣ ତଥା ଭିତ୍ତିଭୂମିର ବିକାଶ ପାଇଁ ଏହି ଅନୁଦାନ ବିନିଯୋଗ ହେବ ।

What's Your Reaction?

like

dislike

love

funny

angry

sad

wow