ନକଲି ଔଷଧ ବିକ୍ରି ଅଭିଯୋଗ, ସିଲ ହେଲା ଦୋକାନ

Jul 6, 2023 - 08:22
Jul 7, 2023 - 08:22
 0  8
ନକଲି ଔଷଧ ବିକ୍ରି ଅଭିଯୋଗ, ସିଲ ହେଲା ଦୋକାନ
ନକଲି ଔଷଧ ବିକ୍ରି ଅଭିଯୋଗ, ସିଲ ହେଲା ଦୋକାନ

ନକଲି ଔଷଧ ବିକ୍ରି ଅଭିଯୋଗ, ସିଲ ହେଲା ଦୋକାନ
ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୁଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନ ସିଲ ହୋଇଛି । ଏହି ଦୁଇ ବ୍ୟବସାୟିକ ପ୍ରତିଷ୍ଠାନରେ ପାଣ୍ଟାସିଡ ଡିଏସଆର ନାମକ ନକଲି ଔଷଧ ବିକ୍ରି ଅଭିଯୋଗ ହୋଇଛି । ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା ବୁଢ଼ୀ ମେଡ଼ିସିନ ଦୋକାନରେ ପାଣ୍ଟସିଡ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow