ଜେଲ ଫେରିବ ଟିଟୋ 

Jul 24, 2023 - 09:18
Jul 25, 2023 - 09:18
 0  5
ଜେଲ ଫେରିବ ଟିଟୋ 
ଜେଲ ଫେରିବ ଟିଟୋ 

ଜେଲ ଫେରିବ ଟିଟୋ 
ଜାମିନରେ ଥିବା ଗ୍ୟାଙ୍ଗଷ୍ଟାର ଟିଟୋକୁ ଗିରଫ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମିଳିଥିବା ଜାମିନ ସର୍ତ୍ତ ଖିଲାପ କରିଥିବାରୁ ଜାମିନ ରଦ୍ଦ କରି ଟିଟୋକୁ ଗିରଫ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସୂଚନାଯୋଗ୍ୟ, ପୂର୍ବରୁ ଟିଟୋ ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା । ସର୍ତ୍ତ ଅନୁଯାୟୀ ପ୍ରତି ସପ୍ତାହରେ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ତେବେ ସର୍ତ୍ତ କୋହଳ ପାଇଁ ଟିଟୋ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ଇତିମଧ୍ୟରେ ଟିଟୋ ଥାନା ହାଜିରା ଦେବା ବନ୍ଦ କରିଦେଇଥିଲା । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଟାଉନଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow