ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡିଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ

Jul 28, 2023 - 07:56
Jul 29, 2023 - 07:57
 0  7
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡିଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡିଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡିଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ ଶୁକ୍ରବାର ଭୁବନେଶ୍ୱର ଏମ୍ସ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଏମ୍ସରେ ସ୍ୱାସ୍ଥ୍ୟସେବା ସମୀକ୍ଷା କରିବା ସହିତ ରୋଗୀମାନଙ୍କ ସହ ସିଧାସଳଖ ବାର୍ତ୍ତାଳପ କରି ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ଲୋଡ଼ିଥିଲେ । ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ଆଶୁତୋଷ ବିଶ୍ୱାସ ପନ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ୱ ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow