ଡଃ ଆଶିଷ ଘୋଷ ଟ୍ରିପଲ ଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ନିଯୁକ୍ତ

Jul 28, 2023 - 07:59
Jul 29, 2023 - 07:59
 0  4
ଡଃ ଆଶିଷ ଘୋଷ ଟ୍ରିପଲ ଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ନିଯୁକ୍ତ
ଡଃ ଆଶିଷ ଘୋଷ ଟ୍ରିପଲ ଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ନିଯୁକ୍ତ

ଡଃ ଆଶିଷ ଘୋଷ ଟ୍ରିପଲ ଆଇଟି, ଭୁବନେଶ୍ୱରର ନିର୍ଦ୍ଦେଶକ ନିଯୁକ୍ତ
ଭୁବନେଶ୍ୱର ଟ୍ରିପଲ୍‌ ଆଇଟିର ନୂତନ ନିର୍ଦ୍ଦେଶକ ଭାବେ ଡଃ ଆଶିଷ ଘୋଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ୫ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଡଃ ଘୋଷ ଏବେ କୋଲକାତା ସ୍ଥିତ ଇଣ୍ଡିଆନ୍‌ ଷ୍ଟାଟିସକାଲ୍‌ ଇନଷ୍ଟିଚ୍ୟୁଟର ଟେକନୋଲୋଜି ଇନୋଭେସନ୍‌ ହବ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ରଫେସର ଅଛନ୍ତି । ତାଙ୍କର ଦୀର୍ଘ ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ଏହାସହିତ ସେ ୧୦ଟି ପୁସ୍ତକ ରଚନା କରିବା ସହ ୧୦ ଜଣ ପିଏଚ୍‌ଡି ସ୍କଲାରଙ୍କ ଗାଇଡ୍‌ ରହିଛନ୍ତି ।

What's Your Reaction?

like

dislike

love

funny

angry

sad

wow