ଆଇନରେ ପରିଣତ ହେଲା ଡିଜିଟାଲ ଡାଟା ସୁରକ୍ଷା ବିଲ୍- ୨୦୨୩

Aug 12, 2023 - 08:49
Aug 13, 2023 - 08:50
 0  7
ଆଇନରେ ପରିଣତ ହେଲା ଡିଜିଟାଲ ଡାଟା ସୁରକ୍ଷା ବିଲ୍- ୨୦୨୩
ଆଇନରେ ପରିଣତ ହେଲା ଡିଜିଟାଲ ଡାଟା ସୁରକ୍ଷା ବିଲ୍- ୨୦୨୩

ଆଇନରେ ପରିଣତ ହେଲା ଡିଜିଟାଲ ଡାଟା ସୁରକ୍ଷା ବିଲ୍- ୨୦୨୩
ଆଇନରେ ପରିଣତ ହୋଇଛି ଡାଟା ସୁରକ୍ଷା ବିଲ୍- ୨୦୨୩ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଏହି ବିଲକୁ ସମ୍ମତି ପ୍ରଦାନ କରିଛନ୍ତି । ପୂର୍ବରୁ ସଂସଦର ଉଭୟ ସଦନ (ରାଜ୍ୟସଭା ଓ ଲୋକସଭା)ରେ ଏହି ବିଲ ଗୃହୀତ ହୋଇଥିଲା । ଅଗଷ୍ଟ ୯ରେ ଏହି ବିଲ ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ଅଗଷ୍ଟ ୭ରେ ଲୋକସଭାରେ ଏହା ମୌଖିକ ଭୋଟ୍‌‌ରେ ଗୃହୀତ ହୋଇଥିଲା । ଲୋକମାନଙ୍କର ନିଜ ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ବିଲ୍‌‌ରେ ଭାରତୀୟ ତଥ୍ୟ ସୁରକ୍ଷା ବୋର୍ଡ ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ଅଛି ।

What's Your Reaction?

like

dislike

love

funny

angry

sad

wow