କ୍ରିପ୍ଟୋ ଟୋକେନ ଠକେଇ ମାମଲା, ଆଉ ପାଞ୍ଚ ଦିନ ରିମାଣ୍ଡରେ ଯିବେ ଦୁଇ ଅଭିଯୁକ୍ତ

Aug 12, 2023 - 08:47
Aug 13, 2023 - 08:48
 0  8
କ୍ରିପ୍ଟୋ ଟୋକେନ ଠକେଇ ମାମଲା, ଆଉ ପାଞ୍ଚ ଦିନ ରିମାଣ୍ଡରେ ଯିବେ ଦୁଇ ଅଭିଯୁକ୍ତ
କ୍ରିପ୍ଟୋ ଟୋକେନ ଠକେଇ ମାମଲା, ଆଉ ପାଞ୍ଚ ଦିନ ରିମାଣ୍ଡରେ ଯିବେ ଦୁଇ ଅଭିଯୁକ୍ତ

କ୍ରିପ୍ଟୋ ଟୋକେନ ଠକେଇ ମାମଲା, ଆଉ ପାଞ୍ଚ ଦିନ ରିମାଣ୍ଡରେ ଯିବେ ଦୁଇ ଅଭିଯୁକ୍ତ
କ୍ରିପ୍ଟୋ ନିବେଶ ଆଳରେ ଏକ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବା ପାଇଁ ଶନିବାର କଟକ ଓପିଆଇଡି ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଏହି ଦୁଇ ଅଭିଯୁକ୍ତ ହେଲେ “ଏସ୍‌ଟିଏ କ୍ରିପ୍ଟୋ ଟୋକେନ୍”ର ମୁଖ୍ୟ ଗୁରତେଜ ସିଂହ ସିନ୍ଧୁ ଓ ଏହି ସଂସ୍ଥାର ଓଡିଶା ମୁଖ୍ୟ ନୀରୋଦ ଦାସ । ତିନିଦିନିଆ ରିମାଣ୍ଡ ଶେଷ ହେବା ପରେ ଇଓଡବ୍ଲୁ ପକ୍ଷରୁ ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ବାହାର କରିବା ପାଇଁ ଆଉ କିଛି ରିମାଣ଼୍ଡରେ ନେବାକୁ ଆବେଦନ କରାଯାଇଥିଲା । ଅଦାଲତ ଏହାକୁ ମଂଜୁର କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow