‘ର’ ମୁଖ୍ୟ ହେବେ ଆଇପିଏସ ଅଧିକାରୀ ରବି ସିହ୍ନା

Jun 19, 2023 - 02:00
Jun 20, 2023 - 02:01
 0  739
‘ର’ ମୁଖ୍ୟ ହେବେ ଆଇପିଏସ ଅଧିକାରୀ ରବି ସିହ୍ନା
‘ର’ ମୁଖ୍ୟ ହେବେ ଆଇପିଏସ ଅଧିକାରୀ ରବି ସିହ୍ନା

‘ର’ ମୁଖ୍ୟ ହେବେ ଆଇପିଏସ ଅଧିକାରୀ ରବି ସିହ୍ନା
ବରିଷ୍ଠ ଆଇପିଏସ୍ ଅଧିକାରୀ ରବି ସିହ୍ନାଙ୍କୁ ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (ର’ର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହେବେ । ବର୍ତ୍ତମାନର ର ମୁଖ୍ୟ ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ଜୁନ ୩୦ରେ ସରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ । ଏହି ପଦବୀରେ ସେ ଦୁଇ ବର୍ଷ ପାଇଁ ରହିବେ । ୧୯୮୮ ବ୍ୟାଚ ଛତିଶଗଡ଼ କ୍ୟାଡରର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ସିହ୍ନା ଏବେ କ୍ୟାବିନେଟ୍ ସଚିବାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ ର’  ସଚିବ ଭାବେ ନିଯୁକ୍ତି ପାଇଁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି ।

What's Your Reaction?

like

dislike

love

funny

angry

sad

wow