ଜୁନ ୨୧ରେ ଖୋଲିବ ସ୍କୁଲ

Jun 16, 2023 - 03:40
Jun 17, 2023 - 03:41
 0  635
ଜୁନ ୨୧ରେ ଖୋଲିବ ସ୍କୁଲ
ଜୁନ ୨୧ରେ ଖୋଲିବ ସ୍କୁଲ

ଜୁନ ୨୧ରେ ଖୋଲିବ ସ୍କୁଲ
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଥିବାରୁ ସ୍କୁଲଗୁଡିକର ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରାଯାଇଛି । ଜୁନ ୧୯ ବଦଳରେ ଜୁନ ୨୧ରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକରେ ଏପ୍ରିଲ ୨୧ରୁ ଗ୍ରୀଷ୍ମକାଳୀନ ଛୁଟି ହୋଇଛି । ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଛି ।

What's Your Reaction?

like

dislike

love

funny

angry

sad

wow