ବ୍ୟାଙ୍କ ଋଣ ଠକେଇ ମାମଲାରେ ମ୍ୟାନେଜର ଗିରଫ

Jul 29, 2023 - 08:34
Jul 30, 2023 - 08:34
 0  7
ବ୍ୟାଙ୍କ ଋଣ ଠକେଇ ମାମଲାରେ ମ୍ୟାନେଜର ଗିରଫ
ବ୍ୟାଙ୍କ ଋଣ ଠକେଇ ମାମଲାରେ ମ୍ୟାନେଜର ଗିରଫ

ବ୍ୟାଙ୍କ ଋଣ ଠକେଇ ମାମଲାରେ ମ୍ୟାନେଜର ଗିରଫ
ବ୍ୟାଙ୍କ ଋଣ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ସ୍ୱୟଂପ୍ରକାଶ ପରିଡାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି । ତାଙ୍କ ନାମରେ ୧ କୋଟି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଥିବା ଜଣାପଡିଛି । ୨୦୧୫ରୁ ୨୦୧୭ ମଧ୍ୟରେ ଋଣ ଦେବା ନାଁରେ ଠକେଇ ହୋଇଥିଲା । ଜାଲ ଡକ୍ୟୁମେଣ୍ଟ ଓ ନକଲି ଆକାଉଣ୍ଟ ମାଧ୍ୟମରେ ଏହି ଠକେଇ ହୋଇଥିବ ଅଭିଯୋଗ ହୋଇଛି । ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଏହି ସମୟ ମଧ୍ୟରେ ୨୪ଟି ଗାଡି ଲୋନ ଓ ସିସି ଲୋନ ନକଲି ଆକାଉଣ୍ଟରେ ମଂଜୁର କରିଥିବା ଅଭିଯୋଗ ରହିଛି ।

What's Your Reaction?

like

dislike

love

funny

angry

sad

wow