ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ଆରମ୍ଭ

Jun 26, 2023 - 21:08
 0  12
ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ଆରମ୍ଭ
ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ଆରମ୍ଭ

ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ଆରମ୍ଭ
ସୋମବାର ଠାରୁ ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜା ସମାରୋହ ଆରମ୍ଭ ହୋଇଛି । ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏହି ପ୍ରକଳ୍ପ ପାଇଁ ତିନି ଦିନ ଧରି ପୂଜା ହେବ । ଜୁନ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହି ତିନିଦିନିଆ ସମାରୋହ ପାଇଁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ବିନ୍ଦୁସାଗର ଓ ଅନ୍ୟ ମନ୍ଦିରଗୁଡିକ ଆଲୋକମାଳାରେ ସୁସଜ୍ଜିତ ହୋଇଛି ।

What's Your Reaction?

like

dislike

love

funny

angry

sad

wow