ଜାତୀୟ ରୋଜଗାର ମେଳାରେ ପ୍ରଦାନ କରାଗଲା 70 ହଜାର ନିଯୁକ୍ତି ପତ୍ର

Jun 13, 2023 - 04:20
Jun 14, 2023 - 04:21
 0  462
ଜାତୀୟ ରୋଜଗାର ମେଳାରେ ପ୍ରଦାନ କରାଗଲା 70 ହଜାର ନିଯୁକ୍ତି ପତ୍ର
ଜାତୀୟ ରୋଜଗାର ମେଳାରେ ପ୍ରଦାନ କରାଗଲା 70 ହଜାର ନିଯୁକ୍ତି ପତ୍ର

ଜାତୀୟ ରୋଜଗାର ମେଳାରେ ପ୍ରଦାନ କରାଗଲା 70 ହଜାର ନିଯୁକ୍ତି ପତ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ପ୍ରାୟ 70 ହଜାର ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ପ୍ରାର୍ଥୀମାନେ ଆର୍ଥିକ ସେବା, ଡାକ, ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିରକ୍ଷା, ରାଜସ୍ୱ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ପରମାଣୁ ଶକ୍ତି, ରେଳ, ଅଡିଟ୍ ଏବଂ ଆକାଉଣ୍ଟସ୍ ଓ ଗୃହ ବିଭାଗରେ ଯୋଗ ଦେବେ । ଦେଶର ଆଉ 43ଟି ସ୍ଥାନରେ ମଧ୍ୟ ରୋଜଗାର ମେଳା ଆୟୋଜିତ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow