ଆଠଟି କୋଇଲା ଖଣିର ଇ- ନିଲାମୀ

ଦେଶରେ କୋଇଲା ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ସେପ୍ଟେମ୍ବର ୧୩ (ମଙ୍ଗଳବାର) ପଞ୍ଚମ ରାଉଣ୍ଡରେ ଆଠଟି ଖଣି ନିଲାମ କରିଥିବା ବେଳେ ବୁଧବାର ବଳକା ଦୁଇଟି ଖଣି ନିଲାମ ପାଇଁ ଚତୁର୍ଥ ରାଉଣ୍ଡରେ ଦ୍ୱିତୀୟ ଥର ଉଦ୍ୟମ ହେବ । ଏ ସମ୍ପର୍କରେ କୋଇଲା ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି ହୋଇଛି । ନିଲାମ ହୋଇଥିବା ଖଣିଗୁଡିକ ହେଲା ସୁରସା, ଦାହେଗାଁ/ମକରଧୋକ୍ରା-୪, ବସନ୍ତପୁର, ବନ୍ଧ ଉତ୍ତର, ମାର୍କିମଙ୍ଗଲି-୪, ଜିତପୁର, ରାମପିଆ, ଡିପସାଇଟ ରାମପିଆ, ଘୋଘରପାଲି ଓ ଏହାର ଡିପସାଇଟ । ରାମପିଆ, ଡିପସାଇଟ ରାମପିଆ ଖଣି ଦୁଇଟି ଓଡିଶାରେ ରହିଛି ।

Jun 6, 2023 - 06:32
 0  241
ଆଠଟି କୋଇଲା ଖଣିର ଇ- ନିଲାମୀ

What's Your Reaction?

like

dislike

love

funny

angry

sad

wow