ଖୋଲା ବଜାରରେ ବିକ୍ରି ହେବ ଦେଶରେ ଉତ୍ପାଦିତ ଅଶୋଧିତ ତେଲ

ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତେଲ ବିକ୍ରିକୁ କେନ୍ଦ୍ର ସରକାର ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Jun 6, 2023 - 06:34
Jun 6, 2023 - 06:43
 0  432
ଖୋଲା ବଜାରରେ ବିକ୍ରି ହେବ ଦେଶରେ ଉତ୍ପାଦିତ ଅଶୋଧିତ ତେଲ

ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତେଲ ବିକ୍ରିକୁ କେନ୍ଦ୍ର ସରକାର ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ଓଏନଜିସି, ଅଏଲ ଇଣ୍ଡିଆ ଏବଂ ଘରୋଇ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡିକ ଲାଭାନ୍ୱିତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆର୍ଥିକ ମାମଲା ସଂକ୍ରାନ୍ତୀୟ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow