ବାହାନଗାରେ ତଦନ୍ତ ଆରମ୍ଭ କଲା ସିବିଆଇ

ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ଭାରତୀୟ ରେଳବାଇ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି । ଏହି ଅନୁଯାୟୀ ସିବିଆଇର ଦଶଜଣିଆ ଟିମ୍ ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Jun 6, 2023 - 06:25
 0  352
ବାହାନଗାରେ ତଦନ୍ତ ଆରମ୍ଭ କଲା ସିବିଆଇ

What's Your Reaction?

like

dislike

love

funny

angry

sad

wow