ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ

Aug 10, 2023 - 07:28
Aug 11, 2023 - 07:28
 0  6
ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ
ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ

ଲୋକସଭାରେ କାଟ ଖାଇଲା ଅନାସ୍ଥା ପ୍ରସ୍ତାବ
ମଣିପୁର ହିଂସାକୁ ନେଇ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଲୋକସଭାରେ କାଟ ଖାଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେବା ପରେ ଅନାସ୍ଥା ପ୍ରସ୍ତାବଟି ବାଚନିକ ଭୋଟରେ କାଟ ଖାଇଯାଇଥିଲା । ତେବେ ବାଚନିକ ଭୋଟ ପୂର୍ବରୁ ହିଁ ବିରୋଧୀ କକ୍ଷତ୍ୟାଗ କରି ସାରିଥିଲେ । ଏହା ସହିତ ସଂସଦ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ବିରୋଧୀ ଦଳଙ୍କୁ ବିଭିନ୍ନ ପ୍ରସଙ୍ଗ ଅବତାରଣା କରି ଟାର୍ଗେଟ୍ କରିଥିଲେ ।

What's Your Reaction?

like

dislike

love

funny

angry

sad

wow