ବିଶାଖାପାଟନାରେ ଜିମେକ୍ସ-23 ଆରମ୍ଭ 

Jul 5, 2023 - 07:58
Jul 7, 2023 - 07:59
 0  7
ବିଶାଖାପାଟନାରେ ଜିମେକ୍ସ-23 ଆରମ୍ଭ 
ବିଶାଖାପାଟନାରେ ଜିମେକ୍ସ-23 ଆରମ୍ଭ 

ବିଶାଖାପାଟନାରେ ଜିମେକ୍ସ-23 ଆରମ୍ଭ 
ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ଦ୍ୱିପାକ୍ଷିକ ଜାପାନ- ଭାରତ ସମୁଦ୍ରାଭ୍ୟାସ (ଜିମେକ୍ସ 23)ର ସପ୍ତମ ସଂସ୍କରଣ ଜୁଲାଇ 5ରୁ ଜୁଲାଇ 10 ପର୍ଯ୍ୟନ୍ତ ବିଶାଖାପାଟନା ଠାରେ ଅନୁଷ୍ଠିତ ହେଉଛି । ଆରଏଡିଏମ ନିଶିୟାମା ତାକାହିରୋ, କମାଣ୍ଡର ଏକ୍ସପର୍ଟ ଫ୍ଲଟିଲା ୱାନଙ୍କ ନେତୃତ୍ୱରେ ଜାପାନ ମେରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସ (ଜେଏମଏସଡିଏଫ) ୟୁନିଟ ଓ ପୂର୍ବ ଫ୍ଲିଟର ଫ୍ଲାଗ ଅଫିସର କମାଣ୍ଡିଂ ଆରଏଡିଏମ ଗୁରୁଚରଣ ସିଂହଙ୍କ ନେତୃତ୍ୱରେ ଭାରତୀୟ ନୌସେନାର ଜାହାଜଗୁଡିକ ଭାଗ ନେଇଛି । ଜିମେକ୍ସ 23ରେ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗାଇଡେଡ ମିସାଇଲ ବିଧ୍ୱଂସକ ଆଇଏନଏସ ଦିଲ୍ଲୀ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସବମେରିନ ୱାରଫେୟାର କାର୍ବେଟ ଆଇଏନଏସ କାମୋର୍ଟା, ଆଇଏନଏସ ଶକ୍ତି, ଏକ ବୁଡାଜାହାଜ ଆଦି ସାମିଲ ହୋଇଛନ୍ତି ।

What's Your Reaction?

like

dislike

love

funny

angry

sad

wow