ମୋବାଇଲ ହଜିଲେ କଣ କରିବେ ?

Jun 10, 2023 - 02:28
Jun 11, 2023 - 02:28
 0  407
ମୋବାଇଲ ହଜିଲେ କଣ କରିବେ ?
ମୋବାଇଲ ହଜିଲେ କଣ କରିବେ ?

ମୋବାଇଲ ହଜିଲେ କଣ କରିବେ ?
ଯଦି ଆପଣଙ୍କ ମୋବାଇଲ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୂପ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍ କରି ମୋବାଇଲକୁ ବ୍ଲକ୍ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ଏକ ବଡ଼ ସାଇବର ଠକେଇରୁ ରକ୍ଷା କରିବ ବୋଲି ଓଡିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯିବା କିମ୍ବା ଚୋରି ହେବା ଅଭିଯୋଗ ହେଉଛି । ସେ କ୍ଷେତ୍ରରେ ସେମାନଙ୍କୁ ଅଧିକ ବ୍ୟସ୍ତବିବ୍ରତ ହେବାକୁ ପଡିବ ନାହିଁ କିମ୍ବା ଗୋଟିଏ ଥାନାରୁ ଆଉ ଗୋଟିଏ ଥାନାକୁ ଯିବାକୁ ପଡିବ ନାହିଁ ।

What's Your Reaction?

like

dislike

love

funny

angry

sad

wow