ଡିସେମ୍ବର ସୁଦ୍ଧା ସରିବ ଯୋଡା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ

Jun 10, 2023 - 02:30
Jun 11, 2023 - 02:30
 0  340
ଡିସେମ୍ବର ସୁଦ୍ଧା ସରିବ ଯୋଡା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ
ଡିସେମ୍ବର ସୁଦ୍ଧା ସରିବ ଯୋଡା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ

ଡିସେମ୍ବର ସୁଦ୍ଧା ସରିବ ଯୋଡା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ
ଡିସେମ୍ବର ସୁଦ୍ଧା ଯୋଡା ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଦୁଇ ଦିନିଆ କେଉଁଝର ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି କ୍ରମରେ ୫-ଟି ସଚିବ ଯୋଡ଼ା ଫ୍ଲାଏଓଭର ପାଇଁ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ । ନିର୍ଦ୍ଧାରିତ ସମୟ ଅନୁଯାୟୀ କାମର ଅଗ୍ରଗତି ହେଉଛି ଓ ଡିସେମ୍ବର ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ ସଚିବଙ୍କୁ ଅବଗତ କରାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow