ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

Jun 8, 2023 - 02:59
Jun 9, 2023 - 03:00
 0  481
ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ
ଓଡିଶାର ହ୍ୱିଲର ଦ୍ୱୀପରୁ ନୂତନ ପୀଢିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ରାତ୍ରକାଳୀନ ପରୀକ୍ଷଣ ବୁଧବାର ରାତିରେ କରାଯାଇଛି । ପରୀକ୍ଷଣ ବେଳେ କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
“ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହା ଅଗ୍ନି ପ୍ରାଇମର ପ୍ରଥମ ରାତ୍ରି ପରୀକ୍ଷଣ ଥିଲା । ଯାହା ସଠିକତା ଏବଂ ବିଶ୍ୱସନୀୟତାକୁ ପ୍ରମାଣିତ କରିଛି । କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ ପାଇଁ ରାଡାର,ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି  ଉପକରଣ ସହ ଦୁଇଟି ଜାହାଜ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow