ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ସ୍କଚ୍-୨୦୨୩ ପୁରସ୍କାର

Jul 17, 2023 - 07:34
Jul 18, 2023 - 07:34
 0  6
ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ସ୍କଚ୍-୨୦୨୩ ପୁରସ୍କାର
ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ସ୍କଚ୍-୨୦୨୩ ପୁରସ୍କାର

ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ସ୍କଚ୍-୨୦୨୩ ପୁରସ୍କାର
ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ପରିଷଦ (ଓଏସଏଏମ) ସ୍କଚ୍-୨୦୨୩ ପୁରସ୍କାର ପ୍ରଦାନ କରାଯାଇଛି । କୃଷି କ୍ଷେତ୍ରରେ ରୌପ୍ୟ ବର୍ଗରେ ଇ-ନାମ୍ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସମବାୟ ବିଭାଗ ଅନ୍ତର୍ଗତ ଓଏସଏଏମ ପରିଷଦ ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି (ଆରଏମସି)କୁ ସଫଳତାର ସହ ପ୍ୟାନଇଣ୍ଡିଆ ଅନଲାଇନ ପ୍ଲାଟଫର୍ମ ଇ-ନାମରେ ସ୍ଥାନିତ କରିପାରିଛି । ଏହି ପ୍ଲାଟଫର୍ମ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟଙ୍କ ଦ୍ୱାରା ବିକଶିତ ହୋଇଛି । କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି ବା ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଯୋଡୁଛି ।

What's Your Reaction?

like

dislike

love

funny

angry

sad

wow