ଏସଏଫଏସଏଲର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଂଜୁର

Sep 3, 2023 - 07:37
Sep 4, 2023 - 07:37
 0  5
ଏସଏଫଏସଏଲର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଂଜୁର
ଏସଏଫଏସଏଲର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଂଜୁର

ଏସଏଫଏସଏଲର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଂଜୁର
ରାଜ୍ୟର ଅପରାଧିକ ଦଣ୍ଡ ବ୍ୟବସ୍ଥା ମଜବୁତ କରିବାକୁ ଏସଏଫଏସଏଲ (ରାଜ୍ୟ ଅପରାଧ ବିଜ୍ଞାନ ଗବେଷଣାଗାର)ର  ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି । 2023-24ରୁ 2027-28 ପାଞ୍ଚ ବର୍ଷ ଅବଧି ମଧ୍ୟରେ ଆଧୁନିକୀକରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ଦେବା ପରେ ଅପରାଧ ତଦନ୍ତ ଓ ଦଣ୍ଡ ବିଧାନ କ୍ଷେତ୍ରରେ ରାଜ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଏହି ଆଧୁନିକୀକରଣ 5ଟି ଅନ୍ତର୍ଗତ କରାଯିବ । ଏହି ଯୋଜନା ଅନ୍ତର୍ଗତ ବାଲେଶ୍ୱର ଓ ସମ୍ବଲପୁର ଠାରେ ୨୦ କୋଟି ଟଙ୍କା ବ୍ୟୟରେ ଦୁଇଟି ଆଞ୍ଚଳିକ ଫୋରେନସିକ ଗବେଷଣାଗାର ନିର୍ମିତ ହେବ । ଫରେନ୍ସିକ ଲାବ୍ । ବିଭିନ୍ନ ଉପକରଣ ଓ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା, ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow