ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା

Aug 1, 2023 - 07:38
Aug 2, 2023 - 07:38
 0  6
ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା
ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା

ରେକର୍ଡ ଭାଙ୍ଗିଲା ରାଜଧାନୀ ବର୍ଷା
ସୋମବାର ରାଜଧାନୀରେ ହୋଇଥିବା ବର୍ଷା ଦୀର୍ଘ ୨୬ବର୍ଷର ରେକର୍ଡ ଭାଙ୍ଗିଛି । ସୋମବାର ଠାରୁ ରାଜଧାନୀର ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଭୁବନେଶ୍ୱରରେ ଦିନକରେ ସର୍ବାଧିକ ୨୫୯ ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୨୫୯.୨ ମିମି ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ୧୯୯୭ ଅଗଷ୍ଟ ୨୦ରେ ୨୫୪.୨ ମିମି ବର୍ଷା ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow