ପାଚିକା-ସହାୟିକାଙ୍କୁ ଭତ୍ତା ବଣ୍ଟନ

Jun 13, 2023 - 04:27
Jun 14, 2023 - 04:27
 0  564
ପାଚିକା-ସହାୟିକାଙ୍କୁ ଭତ୍ତା ବଣ୍ଟନ
ପାଚିକା-ସହାୟିକାଙ୍କୁ ଭତ୍ତା ବଣ୍ଟନ

ପାଚିକା-ସହାୟିକାଙ୍କୁ ଭତ୍ତା ବଣ୍ଟନ
ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ପାଚିକା ଓ ସହାୟିକାମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ୧୧୭.୭୩ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଶାଢୀ ପାଇଁ ୫.୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶାଢୀ ପାଇଁ ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ୫୦୦ ଟଙ୍କା ଲେଖାଏଁ ଭତ୍ତା ବଣ୍ଟାଯାଇଛି । ଏହାଦ୍ୱାରା ୧ ଲକ୍ଷ ୯ ହଜାର ପାଚିକା ଓ ସହାୟିକା ଉପକୃତ ହୋଇଛନ୍ତି ।

What's Your Reaction?

like

dislike

love

funny

angry

sad

wow