ଓଏଏସ ପରୀକ୍ଷା ଫଳ ପ୍ରକାଶିତ

Jul 31, 2023 - 07:31
Aug 2, 2023 - 07:32
 0  9
ଓଏଏସ ପରୀକ୍ଷା ଫଳ ପ୍ରକାଶିତ
ଓଏଏସ ପରୀକ୍ଷା ଫଳ ପ୍ରକାଶିତ

ଓଏଏସ ପରୀକ୍ଷା ଫଳ ପ୍ରକାଶିତ
ସୋମବାର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ୧୬୪ ମହିଳା ପ୍ରାର୍ଥୀଙ୍କ ସହ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚୀସ୍ମିତା ପାଣିଗ୍ରାହୀ । ସେହିପରି ତୃତୀୟ ସ୍ଥାନରେ ପ୍ରଣବ ରଞ୍ଜନ ସାହୁ, ଚତୁର୍ଥରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲୀନା ମାହାନା, ଷଷ୍ଠ ସ୍ଥାନରେ ଅଗ୍ନିଜା ଶିବଦତା ଥିବାବେଳେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମ ସ୍ଥାନରେ ମୀମାଂସା ସାହୁ, ନବମ ସ୍ଥାନରେ ବିନ୍ଦୁ ବଳୟ ରାଉତରାୟ, ଦଶମ ସ୍ଥାନରେ ସୌମ୍ୟରଂଜନ ମହାପାତ୍ର ରହିଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଓ ୫ ଝିଅ ରହିଛନ୍ତି ।

What's Your Reaction?

like

dislike

love

funny

angry

sad

wow