ଯୁକ୍ତ ୨ ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶିତ

Jul 18, 2023 - 08:02
Jul 21, 2023 - 08:02
 0  6
ଯୁକ୍ତ ୨ ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶିତ
ଯୁକ୍ତ ୨ ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶିତ

ଯୁକ୍ତ ୨ ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶିତ
ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖା ପାଇଁ ବୁଧବାର ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କଳାରେ ୪୯ ହଜାର ୭୦, ବାଣିଜ୍ୟରେ ୩ ହଜାର ୧ ଶହ ୮୨ ଓ ବିଜ୍ଞାନରେ ୧୬ ହଜାର ୯ଶହ ୨୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ସେହିପରି ସଂସ୍କୃତରେ ୩୫୩ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଫାଷ୍ଟ ମେରିଟ ଲିଷ୍ଟରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ସେକେଣ୍ଡ ମେରିଟ ଲିଷ୍ଟ ପ୍ରକାଶ ପାଇଛି । ଜୁଲାଇ ୨୦ ରୁ ୨୨ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ।

What's Your Reaction?

like

dislike

love

funny

angry

sad

wow