ହାଇକୋର୍ଟ କମ୍ପ୍ଲେକ୍ସଗୁଡିକରେ ଲାଗିଲା ଜଷ୍ଟିସ କ୍ଲକ

Jun 15, 2023 - 02:10
Jun 16, 2023 - 02:10
 0  797
ହାଇକୋର୍ଟ କମ୍ପ୍ଲେକ୍ସଗୁଡିକରେ ଲାଗିଲା ଜଷ୍ଟିସ କ୍ଲକ
ହାଇକୋର୍ଟ କମ୍ପ୍ଲେକ୍ସଗୁଡିକରେ ଲାଗିଲା ଜଷ୍ଟିସ କ୍ଲକ

ହାଇକୋର୍ଟ କମ୍ପ୍ଲେକ୍ସଗୁଡିକରେ ଲାଗିଲା ଜଷ୍ଟିସ କ୍ଲକ
ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡିକ ପରିସରରେ ଜଷ୍ଟିସ କ୍ଲକ ଭାବେ ପ୍ରଚଳିତ ଡିଜିଟାଲ ସଙ୍କେତକ ପ୍ରଣାଳୀ (ଇଲେକ୍ଟ୍ରୋନିକ ସାଇନେଜ ସିଷ୍ଟମ) ଲଗାଯାଉଛି । ଏହି ଉପକ୍ରମ ଦ୍ୱାରା ଅଦାଲତକୁ ଆସୁଥିବା ଲୋକେ ଅଦାଲତ ସମ୍ବନ୍ଧୀୟ ପ୍ରମୁଖ ମାପଦଣ୍ଡ ସମ୍ପର୍କରେ ସୂଚନା ପାଇ ପାରିବେ ଓ କୋର୍ଟ ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ସଚେତନ ହୋଇପାରିବେ ।

What's Your Reaction?

like

dislike

love

funny

angry

sad

wow