ଜୁଲାଇ ୨୯(ଶନିବାର) ମହରମ୍ ଛୁଟି

Jul 27, 2023 - 07:19
Jul 28, 2023 - 07:19
 0  6
ଜୁଲାଇ ୨୯(ଶନିବାର) ମହରମ୍ ଛୁଟି
ଜୁଲାଇ ୨୯(ଶନିବାର) ମହରମ୍ ଛୁଟି

ଜୁଲାଇ ୨୯(ଶନିବାର) ମହରମ୍ ଛୁଟି
ମହରମ୍ ପର୍ବ ପାଳନ ପାଇଁ ଜୁଲାଇ ୨୯(ଶନିବାର)କୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ଛୁଟି ତାଲିକାରେ ଜୁଲାଇ ୨୮ରେ ମହରମ୍‌ ଛୁଟି ଥିଲା । ତେବେ ଏହାକୁ ପରିବର୍ତ୍ତନ କରାଯାଇ ଜୁଲାଇ ୨୯କୁ ଛୁଟି ଘୋଷଣା କରାଯାଇଛି । ଏ ସମ୍ପର୍କରେ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ଜୁଲାଇ ୨୮ ପରିବର୍ତ୍ତେ ଜୁଲାଇ ୨୯ରେ ମହରମ୍ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ, ବ୍ୟାଙ୍କ ଆଦି ଛୁଟି ରହିବ ।

What's Your Reaction?

like

dislike

love

funny

angry

sad

wow